Jump to content

ବଳରାମ ଦାସ

ଉଇକିଅଭିଧାନ‌ରୁ

ବଳରାମ ଦାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜନୈକ ଓଡ଼ିଆ କବି — An Oriya poet.

[ଦ୍ରଷ୍ଟବ୍ୟ —କବି ପୁରୁଷୋତ୍ତମ କ୍ଷେତ୍ରବାସୀ ଜଣେ କରଣ ଥିଲେ ଏ ବୈଷ୍ଣଧର୍ମାବଲମ୍ୱୀ; ରାମାୟଣ, ଭଗଦ୍ଗୀତା, ବିରାଟଗୀତା, ଲକ୍ଷ୍ମୀପୁରାଣ ପ୍ରଭୃତି ୨୪: ଖଣ୍ଡ ପୁସ୍ତକ ର଼ଚନା କରିଥିଲେ ଓଡ଼ିଶାର ସ୍ୱାଧୀନ ରାଜା ପ୍ରତାପରୁଦ୍ରଦେବଙ୍କ ସମୟରେ (୧୫୪-୧୫୩୨: ) ଖ୍ରୀଷ୍ଟାଦ୍ଦ) ସେ ଜୀବିତ ଥିଲେ—ତାରିଣୀ ଉତ୍କଳ ସାହିତ୍ୟ. ଇତିହାସ]