ବଳା ଚତୁଷ୍ଟୟ

ଉଇକିଅଭିଧାନ‌ରୁ

ବଳା ଚତୁଷ୍ଟୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବୈଦ୍ୟ ଶାସ୍ତ୍ରୋକ୍ତ ବଳା, ଅତିବଳା, ମହା— ବଳା ଓ ନାଗବଳା ନାମକ ଚାରି ଗୁଳ୍ମ — The four kinds of medicinal plants known as Baḻā.

[ଦ୍ରଷ୍ଟବ୍ୟ —ବଳା ବା ବାଡ଼ିଅଅଁଳାର ଚାରି ପ୍ରକାର ବୈଦ୍ୟଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଅଛି ଏ ଚାରି ପ୍ରକାର


ଅନୁବାଦ[ସମ୍ପାଦନା]

ମ. ଭାଂଭୁର୍ଜୀ ଗୁ. ସହଦେବୀ ୩ (ଅତିବଳା) ସଂସ୍କୃତ - ଅତିବଳା, ଋଷ୍ୟପ୍ରୋକ୍ତା, କଙ୍କତିକା ଲାଲ ବେଡ଼େଲା ମ. ବିକଙ୍କତୀ, ଆକକଇ, କାଂସୁଲୀ ଗୁ. ଖପାଟ୍ୟ 
୪. ନାଗବଳା (ସଂସ୍କୃତ - ନାଗବଳା, ଗାଙ୍ଗେରୁକୀ, ହ୍ରସ୍ୱଗବେଧୁକା) ଗରଗଡ଼ ଗୁଳ୍ମ; ଗୋରଖ ଚାଉଳ ===

ଅନୁବାଦ[ସମ୍ପାଦନା]

ମ. ଗାଙ୍ଗେଟି, ଗାଣ୍ଡେଧାମନ ଗୁଳ୍ମକୁ ବଳା ଟତୁଷ୍ଟୟ ବୋଲାଯାଏ; ଯଥା—ବଳା, ମହାବଳା, ଅତିବଳା ଓ ନାଗବଳା

୧. ବାଡ଼ିଆଁଅଳା ଗୁଳ୍ମ ବା ବଜ୍ରମୃଳୀ ଏହା ଜବାଦି ବର୍ଗର କ୍ଷୁପ; ପତ୍ରର ମୂଳ ପାନ ପତ୍ର ପରି; ପତ୍ର ସୂଷ୍ମ ରୋମଶ ଫୁଲ ପୀତବର୍ଣ୍ଣ, ଫଳ ପାଚିଲେ ଫାଟି କରି ଦଶ ଚିରୂଡ଼ା ହୁଏ —Sida Cordifolia, heart-leaved Sida.
୨. ବାଡ଼ି ଅଅଁଳା ଜାତୀୟ କ୍ଷୁପ; (ଫୁଲ ଆପୀତ, ଶୀତକାଳରେ ମଧ୍ୟାହ୍ନରେ ଫୁଟେ; ପତ୍ରର ୩ଟା ଶିରା ସ୍ପଷ୍ଟ) — Sida Rhomboida.
୩. ବାଡ଼ି ଅଅଁଳା ବା ଜାତୀୟ ଆରକ୍ତ କ୍ଷୁପ; ପତ୍ରର ପିଠି ଲୋମଶ; ଫଳ ପାଚିଲେ ଫାଟି କରି ୫ ଚିରୁଡ଼ା ଫଳ ଆପୀତ —Abtylon Indicum; Sida Rhombifolia Indian mallow.

ଗରଗଡ଼ ଗୁଳ୍ମ; ଗୋରଖ ଚାଉଳ — Sida Spinosa

ଏ ଚତୁର୍ଦ୍ଦିଗ ବଳା ଶୀତବୀର୍ଯ୍ୟ୍ୟ; ମଧୁରରସ, ବଳ ଓ କ୍ଳାନ୍ତିବର୍ଦ୍ଧକ, ଧାରକ; ବାୟୁ ରକ୍ତଦୋଷ ଓ କ୍ଷତନାଶକ ବଳାଛାଲଚୂର୍ଣ୍ଣ ଦୁଧ ଓ ଚିନି ସଙ୍ଗେ ଖାଇଲେ ମୂତ୍ରାତିସାର ମହାବଳାଚୂର୍ଣ୍ଣ ଦୁଧ ଚିନି ସଙ୍ଗେ ମୂତ୍ରକୃଚ୍ଛ ଓ ଅତିବଳାଚୂର୍ଣ୍ଣ ଦୁଧ ଓ ଚିନି ସଙ୍ଗେ ପ୍ରମେହନାଶକ