Jump to content

ବଳେ କଳେ

ଉଇକିଅଭିଧାନ‌ରୁ

ବଳେ କଳେ

ଉଚ୍ଚାରଣ

[ସମ୍ପାଦନା]

(ବଳେ କଳେ କୌଶଳେ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସହଚର ଶବ୍ଦ)

[ସମ୍ପାଦନା]

କଳେ ବଳେ କୌଶଳେ; ଶରୀରର ବଳଦ୍ୱାରା ହେଉ ବା କୌଶଳଦ୍ୱାରା ହେଉ ଯେ କୌଣସି ଉପାୟରେ ସତ୍ ହେଉ ବା ଅସତ୍ ହେଉ ଯେ କୌଣସି ଉପାୟରେ —Any how; by any means whatever; either by bodily strength or wiles; by means fair or foul.