Jump to content

ବଶଣି

ଉଇକିଅଭିଧାନ‌ରୁ

ବଶଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଞ୍ଚା ଲଙ୍କାମରିଚର ଆକୃତି ବିଶିଷ୍ଟ ଆଙ୍କୁଶୀ ଲାଗିଥିବା ନାକର ବାଆଁ ପୁଡ଼ାରେ ପିନ୍ଧାଯିବା ଏକପ୍ରକାର ଅଳଙ୍କାର —୧. A hooked endant for the nose.
୨. ପ୍ରଜା ଉପରେ ରାଜସ୍ୱ ବା ଜମିର ପରିମାଣର ଅନୁପାତରେ ଧାର୍ଯ୍ୟ କରାଯିବା ଅଧିକା ଟ୍ୟାକସ୍ ବା ଶୁନ୍ —୨. Addititonal assessment; cess assessed on the money-rent or area of a holding.