ବସାଇବା
ଦେଖଣା
ବସାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ କୌଣସି ସ୍ଥାନରେ ଉପବେଶନ କରାଇବା —୧. To cause one to sit.
(ଯଥା—ତାଙ୍କୁ ନେଇ ସଭାରେ ବସାଅଁ)
- ୨. କୌଣସି ସ୍ଥାନରେ ନୂତନ ଗ୍ରାମ, ନଗର, ଦୋକାନ, ହାଟ ଆଦି ସ୍ଥାପିତ କରିବା; ପ୍ରତିଷ୍ଠିତ କରିବା —୧. To establish (a new village etc, at a place); to start; to set up; to found.
ଗ୍ରାମ ବସାଇ ନିଜ ନାମେ ରହିଲା ଚମ୍ପାପୁରୀ ଗ୍ରାମେ ଜଗନ୍ନାଥ. ଭଗବତ
- ୩. କୌଣସିଠାରେ କୌଣସି ବସ୍ତୁକୁ ସ୍ଥିର ବା ଦୃଢ଼ ଭାବରେ ରଖିବା —୩. To set a thing firmly.
ଛାଗଳ ଶିର ତାର କନ୍ଧେ ବସାଅ ମନ୍ତ୍ର ଅନ୍ନ ବନ୍ଧେ ଜଗନ୍ନାଥ. ଭାଗବତ
- ୪. ଅଳଙ୍କାରାଦିରେ ରତ୍ନ ଆଦି ଖଚିତ କରିବା —୪. To set gems etc on ornaments.
(ଯଥା—ଏ ମୁଦିରେ ଖଣ୍ଡେ ହୀରା ବସାଇବି)
ଅନୁବାଦ
[ସମ୍ପାଦନା]ବସାଇବା
|
- ୫. ଘନୀଭୂତ କରାଇବା; ଜମାଇବା —୫. To cause a liquid to co-agulate; to solidify.
(ଯଥା—ଏ ଘିଅକୁ କାକରରେ ରଖି ବସାଅ)
- ୬. ସନ୍ନିବେଶିତ କରିବା; ରଖିବା; ସ୍ଥାପନ କରିବା; ଥୋଇବା — ୬. To put; to place; to lay down.
(ଯଥା—ଚୁଲି ଉପରେ ହାଣ୍ଡି ବସାଅ)
ଅନୁବାଦ
[ସମ୍ପାଦନା]ବସାଇବା
|
- ୭. ହୁଗୁଳା ଜିନିସକୁ ଟାଣ କରି ପୋତିବା; ଦୃଢ଼ୀଭୂତ କରିବା — ୭. To strengthen a loose thing; to drive a thing firmly to the ground.
(ଯଥା—ଏ ଖୁଣ୍ଟକୁ ନ ବସାଇଲେ ଏହା ଛାତକୁ ସମ୍ଭାଳିବ ନାହିଁ)
ଅନୁବାଦ
[ସମ୍ପାଦନା]ବସାଇବା
|
- ୮. କର ଆଦି ଧାର୍ଯ୍ୟ କରିବା —୮. To assess.
(ଯଥା—ରାଜା ପ୍ରଜାଙ୍କ ଉପରେ ଘର ପିଛା ତିନି ଅଣା ଟିକସ ବସାଇଲେ)
ଅନୁବାଦ
[ସମ୍ପାଦନା]ବସାଇବା
|
- ୯. ନିକମା କରିବା; ନିଷ୍କର୍କା ହୋଇ ବସି ରହିବାକୁ ବାଧ୍ୟ କରିବା —୯. To cause one to sit idle.
(ଯଥା—ମତେ ଏପରି ୩ ଦିନ ହେଲା ବସାଇ ହଇରାଣ କରୁଛ କାହିଁକି?)
- ୧. ଗ୍ରଥନ କରିବା; ସଜ୍ୱିତ କରିବା; ସଜାଇବା —୧୦. To arrange; to lay out (as a layer of brick).
(ଯଥା—ପୋଖରୀ ପାହାଚରେ କାରିଗର ପଥରଗୁଡ଼ିକ ଅତି ସୂନ୍ଦର କରି ବସାଇଛି)
- ୧୧. ମୁଦ୍ରିତ କରିବା; ଛାପ ମାରିବା —୧୧. To stamp; to put a mark.
(ଯଥା—ଏ ହୁକୁମନାମାରେ ରାଣୀଙ୍କ ମୋହର ବସାଅ)
ଅନୁବାଦ
[ସମ୍ପାଦନା]ବସାଇବା
|
- ୧୨. (ବେତ୍ରାଦିଦ୍ୱାରା) ଚିହ୍ନ ରହିବା ଭଳି ଆଘାତ କରିବା; ପ୍ରହାର କରିବା; ମାରିବା; ଲଗାଇବା —୧୨. To flog or beat; to give a blow with.
ଅନୁବାଦ
[ସମ୍ପାଦନା]ବସାଇବା
|
- ୧୩. (ସଭା ବା ପଞ୍ଚାୟତ ଆଦି) ବସିବାର ବ୍ୟବସ୍ଥା କରିବା ୧୩. To bring about the sitting of a Pan̄chāyet of one's caste people.
(ଯଥା—ସେ ଏ କଥାରେ ଜାତିଆଣ ସଭା ବସାଇବ)