ବସାଣ
ଦେଖଣା
ବସାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବସିବା କ୍ରିୟା — ୧. Act of sitting.
ଅନୁବାଦ
[ସମ୍ପାଦନା]- ୨. ବସାଇବା କ୍ରିୟା —୨. The act of setting.
ଅନୁବାଦ
[ସମ୍ପାଦନା]- ୩. କର ଧାର୍ଯ୍ୟକରଣ; ଲଗାଣ — ୩. Assessment (of tax or rent).
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]କାକରା, ଅମାଲୁ, ପିଠା ଆଦି ଉପର୍ଯ୍ୟୁ— ପରି ସଜାଇ ରଖିବା ପାଇଁ ବ୍ୟବହୃତ ପଲମ; ତାଡ଼ ବା ତାଡ଼ିଆ —A flat earthen pan for arranging flat pastry cakes one over the other.