ବସାଣି
ବସାଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ବସିବା କ୍ରିୟା — ୧. Act of sitting.
ଅନୁବାଦ[ସମ୍ପାଦନା]
- ୨. ବସାଇବା କ୍ରିୟା —୨. The act of setting.* ବଙ୍ଗାଳୀ: বসান
- ହିନ୍ଦୀ: लगान
- ୩. କର ଧାର୍ଯ୍ୟକରମ; ଲଗାଣ — ୩. Assessment (of tax or rent).
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]
କାକରା, ଅମାଲୁ, ପିଠା ଆଦି ଉପର୍ଯ୍ୟୁ— ପରି ସଜାଇ ରଖିବା ପାଇଁ ବ୍ୟବହୃତ ପଲମ; ତାଡ଼ ବା ତାଡ଼ିଆ —A flat earthen pan for arranging flat pastry cakes one over the other.