ବସୁଦେବ

ଉଇକିଅଭିଧାନ‌ରୁ

ବସୁଦେବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବସୁ=ଧନ+ଦିବ୍ ଧାତୁ=କ୍ରୀଡ଼ା କରିବା +କର୍ତ୍ତୃ. ଅ; ଯେ ଧନରେ କ୍ରୀଡ଼ା କରେ)[ସମ୍ପାଦନା]

୧. ଧନୀ —୧. Rich.
୨. (ବହୁବ୍ରୀହି; ବସୁ=ରତ୍ନ+ ଦେବ=କାନ୍ତି) ଉଜ୍ଜ୍ୱଳ କାନ୍ତିବିଶିଷ୍ଟ —୨. Lustrous.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଶ୍ରୀକୃଷ୍ଣଙ୍କ ପିତା; ଦେବତାଙ୍କ ସ୍ୱାମୀ — ୧. Father of Ṡrīkṛushṇa.

[ଦ୍ରଷ୍ଟବ୍ୟ —ବସୁଦେବ ଯଦୁବଂଶର ଶୂରକୁଳର ରାଜା ଦେବମୀଢ଼ ଓ ତାଙ୍କ ପତ୍ନୀମାରିଷଙ୍କଠାରୁ ଜନ୍ମି ଥିଲେ ଏ ଜନ୍ମିବା ସମୟରେ ସ୍ୱର୍ଗରୁ ବୁନ୍ଦୁଭି ଶବ୍ଦ ଶୁଣାଯାଇଥିବା ଏଥିଯୋଗୁଁ ଏହାଙ୍କର ଏକ ନାମ ଆନକଦୁନ୍ଦଭି ଏ ପିତାଙ୍କ ଜ୍ୟୋଷ୍ଠପୁତ୍ର ଥିଲେ ଏହାଙ୍କର ପୌରବୀ, ରୋହଣୀ, ମନ୍ଦିରା, ଧରା, ବୈଶାଶୀ, ଭଦ୍ରା, ସୁନାମ୍ନୀ ସହଦେବ, ଶାନ୍ତିଦେବା, ସୁଦେବା, ଦେବରକ୍ଷିତା ଓ ଦେବକୀ ନାମରେ ୧୨: ଜଣ ଭାର୍ଯ୍ୟା ଥିଲେ ଏହାଙ୍କ ଛଡ଼ା ସୁତନୁ ଓ ବଡ଼ବା ନାମରେ ଦୁଇ ଦାସୀ ଥିଲେ ରୋହଣୀଙ୍କ ଗର୍ଭରୁ ବଳରାମ ଓ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜାତ ହୋଇଥିଲେ ପାଣ୍ଡବ ମାତା କୁନ୍ତୀ ଏହାଙ୍କ ବଉଣୀ ଥିଲେ—ହିନ୍ଦୀ - ଶ.]

୨. (୬ଷ୍ଠୀ ତତ୍; ବସୁ=ଧନ+ଦେବ=ଦେବତା) କୁବେର — ୨. God of riches.
୩. (ନାମ) ବସଭୂତି ରାଜାଙ୍କର ଅମାତ୍ୟା ଓ ପରେ ତାଙ୍କୁ ହତ କରି ସିଂହାସନରେ ବସିଥିବା ରାଜା (ହିନ୍ଦୀ - ଶ) —୩. Name of a king of ancient India.
୪. (ବହୁବ୍ରୀହି) ଧନିଷ୍ଠା ନକ୍ଷତ୍ର (ହିନ୍ଦୀ - ଶ.) —୪. The ୨୩rd asterism.