ବହିର

ଉଇକିଅଭିଧାନ‌ରୁ

ବହିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବହିରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ବଧିର; ପ୍ରା. ବହିରା)[ସମ୍ପାଦନା]

୧. ବଧିର —୧. Deaf.
୨. ବଧିରା (କାନ) —୨. Deafened; stunned (said of the ears).
୩. ବୋଧଶକ୍ତିହୀନ (ଚମଡ଼ା) —୩ Deadened to touch; made insensitive to touch (said of skin).