ବହୁ

ଉଇକିଅଭିଧାନ‌ରୁ

ବହୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବହୂ, ବହୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବନ୍ହ ଧାତୁ= ବୃଦ୍ଧି ପାଇବା+ କର୍ତ୍ତୃ. ଉ; ଯେ ବୃଦ୍ଧି ପାଏ)[ସମ୍ପାଦନା]

୧. ବିପୁଳ —୧. Great; large.
୨. ବହୁତ; ଅନେକ —୨. Many.
୩. ଅସଂଖ୍ୟ —୩. Innumerable.
୪. ବେଶି ଅଧିକ —୪. Excessive;
୫. ପ୍ରଚୁର; ବହୁଳ —୫. Much.
୬. ଅତ୍ୟନ୍ତ —୬. Very.
୭. ବାଂରବାର କୃତ —୭. Repeated (Apte).

ସଂସ୍କୃତ - କ୍ରି. ବିଶେଷଣ -[ସମ୍ପାଦନା]

୧. ଅତ୍ୟନ୍ତ —୧. Much.
୨. ଅତ୍ୟଧିକ— ରୂପେ —୨. Exceedingly; greatly.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଧୂ)[ସମ୍ପାଦନା]

ବହୂ (ଦେଖ) - —Bahū (See)

ଦେଶଜ - କ୍ରି.[ସମ୍ପାଦନା]

(ବହିବା) କ୍ରିୟାର ଅନୁଜ୍ଞା ୩ୟ ପୁରୁଷ ୧ ବଚନ ଅନାଦରାର୍ଥକ କର୍ତ୍ତା (ସେ) ସଙ୍ଗେ ବ୍ୟବହୃତ)— ସେ ବହନ କରୁ —Let him carry.