ବହୁଜ୍ଞ

ଉଇକିଅଭିଧାନ‌ରୁ

ବହୁଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବହୁଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁ+ ଜ୍ଞା ଧାତୁ+ କର୍ତ୍ତୃ. ଅ)[ସମ୍ପାଦନା]

୧. ଯେ ଅନେକ ବିଷୟ ଜାଣେ —୧. Nowing much.
୨. ଅତି ବିଦ୍ୱାନ୍ —୨. Very learned.
୩. ବହୁଦର୍ଶୀ —୩. Experienced.