ବା
ଦେଖଣା
ବା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍)
[ସମ୍ପାଦନା]- ୧. ଅବା; ଅଥବା; କିମ୍ୱା —୧. Or; either.
[ଦ୍ରଷ୍ଟବ୍ୟ —ଏହା ସନ୍ଦେହ, ସଂଭାବନା, ନିଶ୍ଚୟତା, ସାଦୃଶ୍ୟ, ସମୁଚ୍ଚୟ, ପ୍ରଶ୍ନ ଉପମା, ନାନାର୍ଥ ଓ ପାଦ ପୂରଣରେ ବ୍ୟବହୃତ ହୁଏ]
- ୨. ପରିବର୍ତ୍ତରେ —୨. In lieu.
- ୩. ପକ୍ଷାନ୍ତରରେ — ୩. Else; otherwise.
- ୪. ଅପି; ମଧ୍ୟ —୪. Even.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଆ— (ଦେଖ) - —Bā-ā (See)
ଦେଶଜ - ବିଶେଷଣ - (କଚିରିଆ) (ସାଙ୍କେତିକ)
[ସମ୍ପାଦନା]ବାବତ୍; ସମ୍ୱନ୍ଧୀୟ — As per; regarding; relating to.
[ଦ୍ରଷ୍ଟବ୍ୟ —ଏହା ବ, ବୋଲି ମଧ୍ୟ ଲେଖାଯାଏ]
ଗ୍ରାମ୍ୟ - (ଇତର) ଅ.
[ସମ୍ପାଦନା]- ୧. ହେ !ରେ —୧. Oh,!
- ୨. ୨ (ବାକ୍ୟାନୁପ୍ରାସ) ମ; ମଁ —୨. Too.