ବାଃ

ଉଇକିଅଭିଧାନ‌ରୁ

ବାଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବାଃ ବା; ବାଃବାଃ—ଅନ୍ୟରୂପ)

ଦେଶଜ - ଅ. (ସଂସ୍କୃତ - ବା=ବିସ୍ମୟ ବା ବିତର୍କସୂଚକ ଅବ୍ୟୟ)[ସମ୍ପାଦନା]

୧. (ପ୍ରଶଂସାର୍ଥକ) ସାବାସ୍; ଧନ୍ୟ —୧. Bravo ! well done !
୨. ଆହା ! —୨. Oh !