Jump to content

ବାଆନ

ଉଇକିଅଭିଧାନ‌ରୁ

ବାଆନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାଆବନ, ବାଉନ, ବାବନ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ଦ୍ୱିପଞ୍ଚାଶତ୍; ପ୍ରା. ବିବ୍ୱଣା; ପା. ଦ୍ୱିପଣ୍ଣାସା)[ସମ୍ପାଦନା]

ପଚାଶରୁ ଦୁଇ ଅଧିକ ସଂଖ୍ୟା — Fifty two; ୫୨.