ବାଇଗବା

ଉଇକିଅଭିଧାନ‌ରୁ

ବାଇଗବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ବ୍ୟାଘ୍ରପୃଚ୍ଛ ଏରଣ୍ଡ; ଢୁଳ.ସଂସ୍କୃତ - ବ୍ୟାଘ୍ର= ନାଲି ଗବଗଛ)—ଶୁକ୍ଳ ଏରଣ୍ଡ; ଏକ ପ୍ରକାର କ୍ଷୀରା ବୃକ୍ଷ —୧. A kind of hedge plant; physic nut; Jatropha Curcas.

[ଦ୍ରଷ୍ଟବ୍ୟ —ଏ ଗଛ ୮/୧: ଉଚ୍ଚ ହୁଏ ଏହାର ପତ୍ର ହାତ ପାପୁଲି ପରି ୫ଟି ଆଙ୍ଗୁଠିଯୁକ୍ତ; ଫୁଲ ଈଷତ୍ ହଳଦିଆ; ଫଳ ଗବ— ଫଳ ପରି ୩ ଚିରୁଡ଼ିଆ; ମଞ୍ଜି ଗବ ମଞ୍ଜି ପରି, ମାତ୍ର ଆକାରରେ ବଡ଼ ଏ ଗଛକୁ ହାଣିଲେ କ୍ଷୀର ବାହାରେ ଏହାର ଡାଳକୁ ଦାନ୍ତକାଠି କରାଯାଏ ଏ ଗଛରେ ବାଡ଼ ବୁଜିଲେ ବାଡ଼ ବହୁକାଳ ରହେ]

୨. ରକ୍ତ ଏରଣ୍ଡ; ବିଲାତି ବାଇଗବା; ବାଇଗବା ଜାତୀୟ ଛୋଟ ଓ ନାଲି ଗଛ —୨. A small species of Bāigabā plant; Jatropha Gossypifolia Jatrophā Glandulifera.

[ଦ୍ରଷ୍ଟବ୍ୟ —ଏହା ପ୍ରଥମେ ଆମେରିକାର ବ୍ରାଜୀଲ ଦେଶରୁ ଏ ଦେଶକୁ ଆନୀତ ହୋଇଥିଲା, ଏହାର ଉଚ୍ଚତା ପ୍ରାୟ ୨ ଫୁଟ ଡ଼ାଳ ଓ ପତ୍ର ନାଲି ଦିଶେ]