ବାଇଜ ହାଣ୍ଡି

ଉଇକିଅଭିଧାନ‌ରୁ

ବାଇଜ ହାଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଜ୍ଜିତ ଓ ହଣ୍ଡିକା)

ଅଶୌଚାଦିରେ ଯେଉଁ ପାକପାତ୍ରମାନ ବର୍ଜ୍ଜିତ ହୋଇ ଫୋପଡ଼ା ଯାଏ —Earthen cooking pots which are abandoned and thrown away on the occasion of a death or birth in a family.

x x x ପଡ଼ିଆରେ ବାଇଜି ହାଣ୍ଡି ପରି ତବଲା ଦୁଇଟା ଗଡ଼ୁଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ