ବାଇଦା
ଦେଖଣା
ବାଇଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - (ଫାରାସୀ - ବାଦା; ଆରବୀ - ବାଇଦା= ନିଶ୍ଚିତ ସମୟ)
[ସମ୍ପାଦନା]- ୧. (କଚିରିଆ) ମକଦ୍ଦମା ଆଦିର ଶୁଣାଣି ନିମନ୍ତେ ନିର୍ଦ୍ଧାରିତ ଦିନ ବା ତାରିକ —୧. A date fixed for hearing of a case.
- ୨. କୌଣସି କାର୍ଯ୍ୟ କରିବା ପାଇଁ ପ୍ରାର୍ଥିତ ବା ସ୍ଥିରୀକୃତ ସମୟ; ମିଆଦ — ୨. Time taken or settled for doing a certain thing; time limit; adjournment.