ବାଇଶି
ଦେଖଣା
ବାଇଶି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ଦ୍ୱାବିଂଶତି; ପ୍ରା. ବାଇସା)
[ସମ୍ପାଦନା]କୋଡ଼ିଏରୁ ଦୁଇ ଅଧିକ; ଦ୍ୱାବିଂଶତି; ୨୨: —Twenty two; ୨୨.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନିୟମ —୧. Rule; regularity;
- ୨. ସ୍ଥିରତା; ନିଶ୍ଚିତତା —୨. Certainly.
- ୩. ସାମଞ୍ଜସ୍ୟ — ୩. Coherency.
(ଯଥା—ତା କଥାରେ କିଛି ବାଇଶ ନାହିଁ)