ବାଉଟିଆ

ଉଇକିଅଭିଧାନ‌ରୁ

ବାଉଟିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାତାୟୁ; ବାତାଟ; ବାତମୃଗ)[ସମ୍ପାଦନା]

ମୃଗ ବିଶେଷ; କୃଷ୍ଣସାର; କଳା ବାହୁଟିଆ —The black buck

[ ଦ୍ର—ଏମାନଙ୍କ ଶୃଙ୍ଖ ଶାଖାହୀନ ଓ ମୋଡ଼ା ମୋଡ଼ା ]