ବାଘ

ଉଇକିଅଭିଧାନ‌ରୁ

ବାଘ ଏକ ମାଂସାହାରୀ ସ୍ତନ୍ୟପାୟୀ ଜୀବ |ବାଘ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବାଘୁଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାଘ୍ର; ପ୍ରା. ବାଘ୍ଣ)[ସମ୍ପାଦନା]

୧. ହିଂସ୍ର ଶ୍ୱାପଦ ବିଶେଷ; ଶାର୍ଦ୍ଦୁଳ; ବ୍ୟାଘ୍ର — ୧. Tiger; felis Tigris.

[ ଦ୍ର—ଏମାନେ ବିରାଡ଼ି ଜାତୀୟ ଏମାନଙ୍କ ଦେହର ବର୍ଣ୍ଣ ଈଷତ୍ ହଳଦିଆ ବା କୁଟା ପରି ପଟାହାରିଆ ବାଘଙ୍କ ଦେହରେ କଳା ଲମ୍ୱା ଡୋରା ଓ କଲରାପତ୍ରିଆ ବାଘଙ୍କ ଦେହେରେ କଲରାପତ୍ର ଭଳି ଛାପଛାପିକିଆ କଳାଦାଗ ଥାଏ ଏମାନେ ସାଧାରଣତଃ ୨୩: ହାତ ଉଚ୍ଚ ଏବଂ ଲାଞ୍ଜସହିତ ୬ ୭: ହାତ୍ ଲମ୍ୱ ହୁଅନ୍ତି ଏମାନଙ୍କ ଶରୀରର ଗଠନ ଠିକ୍ ବିରାଡ଼ି ଦେହ ପରି ଏଥିପାଇଁ ବିରାଡ଼ିକୁ ବାଘର ମାଉସୀ ବୋଲାଯାଏ ବାଘ ଅନେକ ଜାତୀୟ; ଯଥା— ନେପାଳୀ ବା ଚିତାବାଘ, କେନ୍ଦୁଆ, ପେଣ୍ଡା, କଲରାପତ୍ରିଆ ଓ ପଟାହାରିଆ ବା ମହାବଳ]

୨. କ୍ଷତ୍ରିୟଙ୍କ ବଂଶୋପାଧିବିଶେଷ — ୨. A family title of the kshatriyas.