ବାଘ ମୁହାଁ
ଦେଖଣା
ବାଘ ମୁହାଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚୋରମାନଙ୍କୁ ଚୋରି କରିବାକୁ ଯିବା ସମୟରେ ଲୋକେ ଚିହ୍ନି ନ ପାରିବେ ବୋଲି କପାଳ, କାନ ଓ ଓଠ ଆଦିକୁ ଘୋଡ଼ାଇ ବାନ୍ଧିଥିବା ଠେକା — A mode of tying a long strip of cloth round the face and the chin; resorted to by robbers as a mask against detection.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଘମୁଖ ପରି ବିକଟ ମୁଖବିଶିଷ୍ଟ (ବ୍ୟକ୍ତି) — Ferocious looking (person).