ବାଙ୍ମୁଖ

ଉଇକିଅଭିଧାନ‌ରୁ

ବାଙ୍ମୁଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବାକ୍+ମୁଖ=ଆରମ୍ଭ)[ସମ୍ପାଦନା]

୧. ବାକ୍ୟାରମ୍ଭ; ଅବତରଣିକା; ମୁଖବନ୍ଧ —୧. Introduction.
୨. ଗଦ୍ୟ କାବ୍ୟ; ଉପନ୍ୟାସ (ହିନ୍ଦୀ - ଶ) —୨. Novel.