Jump to content

ବାଛୁରୀ ବ୍ରତ

ଉଇକିଅଭିଧାନ‌ରୁ

ବାଛୁରୀ ବ୍ରତ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଆଳି) ବିଶେଷ୍ୟ -

[ସମ୍ପାଦନା]

ବତ୍ସତରର ମୁଷ୍କଚ୍ଛେଦନ — Castration of a calf.

(ବାଛୁରିବରତ—ଗ୍ରାମ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଣ୍ଡିରା ବାଛୁରୀକୁ ଶିବ ମନ୍ଦିରରେ ବ୍ରତ କରିବା, ଅର୍ଥାତ ତାତିଲା ଲୁହାରେ ତା ଦେହରେ ତ୍ରିଶୂଳ ଚିହ୍ନିତ କରି ଷଣ୍ଢରୂପେ ଉତ୍ସୃଷ୍ଟ କରି ଛାଡ଼ି ଦେବା ବିଧି —Consecration of a bull calf in the temple of Ṡiba.