ବାଜାଆମ୍ୱ

ଉଇକିଅଭିଧାନ‌ରୁ

ବାଜାଆମ୍ୱ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ବାଜା(ଦା)ମ୍ୱ(ମ୍ୱା)—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫ୍ରେଞ୍ଚ୍—ଆକାଜ; ମାଲୟ—ଆକାୟ; କାଯୁ=ଗଛ)[ସମ୍ପାଦନା]

ଲଙ୍କା ଆମ୍ୱ — The cashew nut; Anacardium Occidentale.

[ଦ୍ରଷ୍ଟବ୍ୟ —ଏହା ଆମ୍ରାଦି ବର୍ଗର ବୃକ୍ଷ; ଏହାର ଆଦି ନିବାସ ଦକ୍ଷିଣ ଆମେରିକା; ଏହାର ଫଳର ଡେମ୍ପ ଖୁବ ମୋଟ ଓ ଫଳ ପରି ଦେଖାଯାଏ; ଏ ଡେମ୍ପ ପାଚିଲେ ନାଲି ବା ହଳଦିଆ ହୁଏ ଏବଂ ଏହାର ରସ ମିଠା ଓ କଷା ଲୋକେ ଏହି ଫଳର ବେଣ୍ଟକୁ ଫଳ ବୋଲି ଓ ବେଣ୍ଟ ଆଗରେ ଲାଗିଥିବା ଫଳକୁ ମଞ୍ଜି ବୋଲି ମନେ କରନ୍ତି ଏହି ମ଼ଞ୍ଜି ଆମ୍ୱ ଆକୃତିର, ମାତ୍ର ଅତି କ୍ଷୁଦ୍ର ଓ ନୀଳାଭ; ଏହା କଠିନତ୍ୱକଦ୍ୱାରା ଆବୃତ ଏହି ତ୍ୱକ୍ରେ ବିଷାକ୍ତ ତୈଳ ଥାଏ ଏବଂ ମଞ୍ଜି ଭିତରେ ସୁଖାଦ୍ୟ ଶସ ଥାଏ ଏ ଗଛ ସମୁଦ୍ର ଉପକୁଳବର୍ତ୍ତୀ ବାଲିଆ ଜମିରେ ଉଧାଏ ଏ ଫଳକୁ ନିଆଁରେ ପୋଡ଼ିଲେ ଚୋପାରୁ ତେଲ ବାହାରେ ଓ ପୋଡ଼ାଫଳ ଭିତରୁ ଶସ ବାହାରେ କାଠ ଜିନିସ ଆଦିରେ ଏହି ତେଲ ବୋଳି ତହିଁରେ ଉଇ ଧରନ୍ତି ନାହିଁ]