ବାଜେ କଥା

ଉଇକିଅଭିଧାନ‌ରୁ

ବାଜେ କଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବାଜ୍+ସଂସ୍କୃତ - କଥା)[ସମ୍ପାଦନା]

୧. ଅନାବଶ୍ୟକ ବିଷୟ —୧. Useless or unnecessary thing or matter.
୨. ବୃଥା ଗଳ୍ପ —୨. Idle talk.