ବାଟଲି

ଉଇକିଅଭିଧାନ‌ରୁ

ବାଟଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଇଂରାଜୀ - ବଣ୍ଟ୍ ଲାଇନ୍)[ସମ୍ପାଦନା]

(ଜାହାଜିଆ) ଜାହାଜର ପାଲର ମୁଣ୍ଡରୁ ଲାଗିଥିବା ଦଉଡ଼ି, ଯାହା ମାସ୍ତୁଲ ଅଗ ପର୍ଯ୍ୟନ୍ତ ଯାଇ ସେଠାରୁ ସଗଡ଼ ବାଟଦେଇ ତଳକୁ ଲମ୍ୱିଥାଏ ଓ ଯାହାଦ୍ୱାରା ପାଲକୁ ଟାଣିବାକୁ ହୁଏ — (Nautical) Buntline; a rope passing from the top of a sail, led up to the masthead and thence on deck to help in hauling up the sail.