Jump to content

ବାଟୁଆ

ଉଇକିଅଭିଧାନ‌ରୁ

ବାଟୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଟ)

[ସମ୍ପାଦନା]

ବାଟୋଇ; ପଥିକ — Wayfarer.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଯେଉଁ ପଣ୍ଡାମାନେ ଯାତ୍ରୀ ସଂଗ୍ରହ କରିବା— ପାଇଁ ଦୂରଦେଶକୁ ଯାଆନ୍ତି —The pilgrim-hunters of puri who visit distant countries.