ବାଟେଇବା
ଦେଖଣା
ବାଟେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଟେଇବା
|
ଦେଶଜ - କ୍ରି—(ସଂସ୍କୃତ - ବାଟ)
[ସମ୍ପାଦନା]- ୧. ବାଟିଆଇବା; ଯାଉଁ— ଥିବା ବ୍ୟକ୍ତି ସଙ୍ଗେ ଖଣ୍ଡଦୂର ବା଼ଟ ଯାଇ ତାକୁ ଛାଡ଼ି ଦେଇ ଆସିବା; ବାଟ ବଳେଇବା; ଅନୁବ୍ରଜନ କରିବା —୧. To accompany a person some way to see him off.
- ୨. ବାଟ ଦେଖାଇବା — ୨. To lead or show the way.