Jump to content

ବାଡ଼ି ପୋଖରୀ

ଉଇକିଅଭିଧାନ‌ରୁ

ବାଡ଼ି ପୋଖରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବାଡ଼ି ଗ(ଗା)ଡ଼ିଆ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭଦ୍ର ପରିବାରର ଘରର ବାଡ଼ି ଆଡ଼େ ସ୍ତ୍ରୀ ଲୋକଙ୍କ ବ୍ୟବହାର ପାଇଁ ଖୋଳା ଯାଇଥିବା ପୁଷ୍କରିଣୀ —୧. A tank on the back side of a house of a well-to-do person for the use of females.
୨. ହଇଜା ରୋଗ ଯୋଗୁଁ ହେବା ଝାଡ଼ା —୨. Motions due to cholera.
୩. ହଇଜା; ବିସୂଚିକା —୩. Cholera.