ବାଡ଼େଇବା
ଦେଖଣା
ବାଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଡ଼େଇ ଦେବା, ବାଡ଼େଇ ପକେଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା](ଯଥା—ମୁଣ୍ଡ ବାଡ଼େଇବା)
ଅନୁବାଦ
[ସମ୍ପାଦନା]ବାଡ଼େଇବା
|
ଦେଶଜ - କ୍ରି. (ଓ. ବା଼ଡ଼ି ଶବ୍ଦରୁ ନାମଧାତୁ)
[ସମ୍ପାଦନା]- ୧. ଯଷ୍ଟି—ଦ୍ୱାରା ଆଘାତ କରିବା —୧. To beat with a stick.
- ୨. ମାଡ଼ ଦେବା; ପ୍ରହାର କରିବା —୨. To beat; to belabonr.
- ୩. ଆଘାତ କରିବା — ୩. To strike.
- ୪. ଭୂମିରେ ପିଟିବା — ୪. To strike on the ground.
- ୫. (ଲକ୍ଷଣାର୍ଥ) ସ୍ତ୍ରୀକୁ ରମଣ କରିବା —୫. (figurative) Copulate with a woman.
- ୬. (ବର୍ଷା, ତୋଫାନ) ବହୁପରିମାଣରେ ହେବା —୬. (rain or wind) To be in great or large quantity.