ବାଣଲିଙ୍ଗ
ଦେଖଣା
ବାଣଲିଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ବାଣ=ବାଣାସୁର ପ୍ରତିଷ୍ଠିତ ଲିଙ୍ଗ)
[ସମ୍ପାଦନା]- ୧. ନର୍ମଦାତୀରସ୍ଥ ଶିବଲିଙ୍ଗବିଶେଷ — ୧. Name of a Ṡiba Liṅga on the bank of the Narmada.
- ୨. ନର୍ମଦା ନଦୀ ଗର୍ଭରୁ ପ୍ରାପ୍ତ କ୍ଷୁଦ୍ର ସ୍ୱଚ୍ଛ ସ୍ପଟି ଶିବଲିଙ୍ଗବିଶେଷ —୨. Small Ṡiba Liṅga found on the bed of the Narmada river.