ବାତ

ଉଇକିଅଭିଧାନ‌ରୁ

ବାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବା ଧାତୁ=ଗତି କରିବା+କର୍ତ୍ତୃ. ତ)[ସମ୍ପାଦନା]

୧. ପବନ; ବୟୁ —୧. Wind; air.
୨. ଆୟୁର୍ବେଦ ମତେ ଶରୀରସ୍ଥ ବୟୁ —୨. One of the humours of the body; wind in the body; nerve energy; rheum.

[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଶରୀରସ୍ଥ ବାୟୁର ସ୍ଥାନ ପକ୍ୱାଶୟ ଶରୀରସ୍ଥ ସମସ୍ତ ଧାତୁର ଓ ମଳ ମୂତ୍ର ଆଦିର ପରିଚାଳନ ଏହାଦ୍ୱାରା ହୁଏ ଓ ଶ୍ୱାସ, ପ୍ରଶ୍ୱାସ. ଚେଷ୍ଟା, ବେଗ ଆଦି ଇନ୍ଦ୍ରିୟର କାର୍ଯ୍ୟରେ ଏହାହିଁ ମୂଳ ଅଟେ ହିନ୍ଦୀ - ଶ.]

୩. ମୂର୍ଚ୍ଛାରୋଗ; ମୃଗୀ ରୋଗ — ୩. Fit; epilepsy.
୪. ଯେଉଁ ରୋଗରେ ଆଣ୍ଠୁ ଗଣ୍ଠି ଦରଜ ହୁଏ; ଆମବାତ — ୪. Rheumatism; gout.
୫. ଜାର ପୁରୁଷ — ୫. A paramour.
୬. ଧୃଷ୍ଟ ନାୟକ —୬. A fickle paramour.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଗତ —Gone.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବାୟୁ ଦେବତା —The God of wind.

ବିଧି ବାର ମେଳ ଯନ୍ତ୍ର ବାଜିବାରୁ ତହିଁ—ଭଞ୍ଜ. ବୈଦେହୀଶବିଳାସ