ବାତ
ଦେଖଣା
ବାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବା ଧାତୁ=ଗତି କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ପବନ; ବୟୁ —୧. Wind; air.
- ୨. ଆୟୁର୍ବେଦ ମତେ ଶରୀରସ୍ଥ ବୟୁ —୨. One of the humours of the body; wind in the body; nerve energy; rheum.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଶରୀରସ୍ଥ ବାୟୁର ସ୍ଥାନ ପକ୍ୱାଶୟ ଶରୀରସ୍ଥ ସମସ୍ତ ଧାତୁର ଓ ମଳ ମୂତ୍ର ଆଦିର ପରିଚାଳନ ଏହାଦ୍ୱାରା ହୁଏ ଓ ଶ୍ୱାସ, ପ୍ରଶ୍ୱାସ. ଚେଷ୍ଟା, ବେଗ ଆଦି ଇନ୍ଦ୍ରିୟର କାର୍ଯ୍ୟରେ ଏହାହିଁ ମୂଳ ଅଟେ ହିନ୍ଦୀ - ଶ.]
- ୩. ମୂର୍ଚ୍ଛାରୋଗ; ମୃଗୀ ରୋଗ — ୩. Fit; epilepsy.
- ୪. ଯେଉଁ ରୋଗରେ ଆଣ୍ଠୁ ଗଣ୍ଠି ଦରଜ ହୁଏ; ଆମବାତ — ୪. Rheumatism; gout.
- ୫. ଜାର ପୁରୁଷ — ୫. A paramour.
- ୬. ଧୃଷ୍ଟ ନାୟକ —୬. A fickle paramour.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗତ —Gone.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାୟୁ ଦେବତା —The God of wind.
ବିଧି ବାର ମେଳ ଯନ୍ତ୍ର ବାଜିବାରୁ ତହିଁ—ଭଞ୍ଜ. ବୈଦେହୀଶବିଳାସ