ବାତି
ଦେଖଣା
ବାତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବା ଧାତୁ=ବହିବା+କର୍ତ୍ତୃ. ଅତି)
[ସମ୍ପାଦନା]- ୧. ବାୟୁ — ୧. Wind.
- ୨. ସୂର୍ଯ୍ୟ —୨. The sun.
- ୩. ଚନ୍ଦ୍ର — ୩. The moon.
ପ୍ରାଦେଶିକ - (ମେଦିନୀପୁର ଓ ଆଳି) ବିଶେଷ୍ୟ -(ତୁଳ. ବଙ୍ଗାଳୀ - ବାତୀ)
[ସମ୍ପାଦନା]କବିତା —Wick.
[ଦ୍ରଷ୍ଟବ୍ୟ —ଆଳିରେ ଧୋବାମାବନେ ଚିରାଲୁଗାରେ ବଳା ୬୭: ଇଞ୍ଚ ଲମ୍ୱ ଓ ୧ ଇଞ୍ଚ ଚଉଡ଼ାର ବଲିତାକୁ ଲୁହାର ତେଣ୍ଟା ଆକୃତି ବିଶିଷ୍ଟ ବାଡ଼ିରେ ଯୋଖି ଯାତ୍ରାଦିରେ ଜାଳନ୍ତି; ତାହାକୁ ବାତି ବୋଲାଯାଏ]