Jump to content

ବାଦାମୀ

ଉଇକିଅଭିଧାନ‌ରୁ

ବାଦାମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କାବୁଲି ବାଦାମଫଳ ପରି ଫକ୍କା ହଳଦିଆ ମିଶା ନାଲିରଙ୍ଗବିଶିଷ୍ଟ —୧. Almond coloured.
୨. କାବୁଲିବାଦାମର ଆକୃତିବିଶିଷ୍ଟ — ୨. Almond-shaped; elliptical.