ବାଦି
ଦେଖଣା
ବାଦି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଦ୍ ଧାତୁ=କହିବା+ଇ)
[ସମ୍ପାଦନା]- ୧. ପଣ୍ଡିତ — ୧. A pandit; a learened man.
- ୨. ମୃଦଙ୍ଗର ଦୁଇ ମୁଣ୍ଡର ଛପରା ଚମକୁ ବାନ୍ଧି ଟାଣି ରଖିବା ନିମନ୍ତେ ବ୍ୟବହୃତ ଚମଦଉଡ଼ି —୨. Thongs of leather which tie the round strips of leather on both ends of a Mṛudaṇga drum.
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -
[ସମ୍ପାଦନା]ସମତଳ ଶସ୍ୟକ୍ଷେତ୍ର — A levelled field.