Jump to content

ବାମନ

ଉଇକିଅଭିଧାନ‌ରୁ

ବାମନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାମନକ—ଅନ୍ୟରୂପ)

ବାମନା, ବାମନିକାସ୍ତ୍ରୀ

  • (file)

ସଂସ୍କୃତ - ବିଶେଷଣ - ପୁଂ—(ବମ୍ ଧାତୁ ଣିଚ୍; ବାମି ଧାତୁ=ବିରୁଦ୍ଧ ଭାଷିବା+କର୍ମ. ଅନ; ଯେ ଅନ୍ୟାନ୍ୟ ପ୍ରାଣିଙ୍କଠାରୁ ବିରୁଦ୍ଧ ବା ଖର୍ବ ଆକୃତିବିଶିଷ୍ଟ)[ସମ୍ପାଦନା]

୧. ଖର୍ବ; ଖର୍ବ୍ୱକାୟ; ଗେଡ଼ା; ହ୍ରସ୍ୱ —୧. Dwarfish; stunted.
୨. କ୍ଷୁଦ୍ର —୨. Small.
୩. ନୀଚ — ୩. Low.

ବିଶେଷ୍ୟ -[ସମ୍ପାଦନା]

୧. ଖର୍ବ୍ୱକାୟ ବ୍ୟକ୍ତି —୧. A dwarf.
୨. (ବାମ= ବିପତ୍ତି+ନ=ଚ୍ଛେଦନ)—ବିଷ୍ଣୁଙ୍କର ୪ର୍ଥ ଅବତାର — ୨. The fourth incarnation of Bishṇu.

[ଦ୍ରଷ୍ଟବ୍ୟ —ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବ୍ୱକାୟ ବ୍ରାହ୍ମଣ ରୂପ ଧରି ବଳିରାଜାକୁ ଦାନ ମାଗି ତାଙ୍କ ଶରୀରରୁ ନିର୍ମିତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ]

୩. ପକ୍ଷିଣ ଦିଗର ହସ୍ତୀ —୩. The mythological elephant guarding the south.
୪. ବିଷ୍ଣୁ (ହିନ୍ଦୀ - ଶ) —୪. Bishṇu.
୫. ଶିବ (ହିନ୍ଦୀ - ଶ) — ୫. Ṡiba.
୬. ଏକ ପ୍ରକାର ଛୋଟ (ତଟ୍ଟୁ) ଘୋଡ଼ା (ହିନ୍ଦୀ - ଶ.) —୬. A species of nag.
୭. (ନାମ) ହନୁମାନର ଏକ ପୁତ୍ର (ହିନ୍ଦୀ - ଶ) —୭. Name of a son of Hanumān.
୮. (ନାମ) ଏକ ନାଗର ନାମ (ହିନ୍ଦୀ - ଶ) —୮. Name of a mythological serpent.
୯. (ନାମ) ଗରୁଡ଼ବଂଶୀ ଏକ ପକ୍ଷୀ (ହିନ୍ଦୀ - ଶ) — ୯. Name of a mythological bird.
୧. (ନାମ) କ୍ରୌଞ୍ଚ ଦ୍ୱୀପର ଏକ ପର୍ବତ (ହିନ୍ଦୀ - ଶ) — ୧୦. Name of a mythological mountain.
୧୧. ଅଠର ପୁରାଣ ମଧ୍ୟରୁ ଏକ (ହିନ୍ଦୀ - ଶ.) — ୧୧. The title of one of the ୧୮ Hindu mythological treatises.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୁରୁଷ ଲୋକଙ୍କ ଦିଆଯିବା ନାମ —A name gives to males.