ବାମ୍ଫ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  1. ବାଷ୍ପ
  2. ଉଷ୍ଣ ଜଳୀୟ ବାଷ୍ପ

ବାମ୍ଫ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଷ୍ପ; ତୁଳ. ଇଂରାଜୀ - ଭେପର୍)[ସମ୍ପାଦନା]

୧. ବାଷ୍ପ —୧. Vapour.
୨. ଉଷ୍ଣ ଜଳୀୟ ବାଷ୍ପ —୨. Hot steam.