ବାର

ଉଇକିଅଭିଧାନ‌ରୁ

ବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ବୃ. ଧାତୁ=ଆବରଣ କରିବା+କର୍ମ . ଅ)[ସମ୍ପାଦନା]

୧. ବାସର; ସପ୍ତାହର ଦିବସ —୧. Day of the week.

[ଦ୍ରଷ୍ଟବ୍ୟ —ସପ୍ତାହର ସାତ ବାରର ନାମ, ଯଥା— ୧ ରବିବାର (ସଂସ୍କୃତ - ଓଡ଼ିଆ, ବଂ) ଇଂରାଜୀ - ସନ୍ଡ଼େ (sunday) (ମୁସଲମାନୀ) ଏତ୍ୱାର୍ ବା ଏକ୍ଶବମ୍ୱା; ୨ ସୋମବାର (ସଂସ୍କୃତ - ଓଡ଼ିଆ, ବଂ) ଇଂ ମନ୍ଡ଼େ (Monday) (ମୁଁ) ପୀର୍ ବା ଦୋଶୁମ୍ୱା; ୩ ମଙ୍ଗଳବାର (ସଂସ୍କୃତ - ଓଡ଼ଆ ବଂ) ଇଂ ଟ୍ୟୁଜଡ଼େ (Tuesday] (ମୁ) ମଙ୍ଗଲ ବା ସେ ଶୁମ୍ୱା; ୪ ପଣ୍ଡିତ ବା ବୁଧବାର (ସଂସ୍କୃତ - ଓଡ଼ିଆ ବଙ୍ଗାଳୀ - )ଇଂରାଜୀ - ବେଡ଼— ନେସ୍ଡ଼େ (Wedensday) (୫) ବୁଧ ବା ଚାହାର ଶୁମ୍ୱା; ୫ ଗୁରୁବାର ବା ବୃହଷ୍ପତି ବାର (ସଂସ୍କୃତ - ଓଡ଼ିଆ . ବଂ) ଇଂରାଜୀ - ଥର୍ସ— ଡ଼େ (Thursday) (ମୁଁ) ଜୁମାରତ୍ ବା ଜୁମାରତ୍ ବା ଜୁମେରାତ୍; ୬ ଶୁକ୍ର ବାର (ସଂସ୍କୃତ - ଓଡ଼ିଆରବୀ - , ବଂ) ଇଂ ଫ୍ରାଇଡେ (Firday) (ମୁ) ଜମ୍ମା; ୭ ଶନିବାର (ସଂସ୍କୃତ - ଓଡ଼ିଆ ବଂ) ଇଂ ସାଟର଼୍ଡେ (Saturday) (ମୁ) ଶନିବାର ବା ଶୁମ୍ୱାହଫତା]

୨. ଥର; ଦଫା —୨. Time
୩. ପାଳି —୩. Turn.
୪. ଅବସର —୪. Leisure.
୫. ବହୁସଂଖ୍ୟା; ନିବହ; ସମୂହ —୫. Collection; many.
୬. ବହୁଲୋକ — ୬. Many people multituded,.
୭. ଜଳ — ୭. Water.
୮. ଦ୍ୱାର —୮. Door.
୯. (+ଭାବ ଅ) ବାଉଶ; ନିବାରଣ —୯. Prevention.


୧. (କରଣ ଅ) ଆବରଣ; ଘୋଡ଼ଣୀ — ୧୦. Cover.
୧୧. (+କର୍ମ. ଅ) ମଦିରା ପାତ୍ର; ମଦ ପିଆ ପାତ୍ର —୧୧. Wine cup; drinking cup; pag.
୧୨. (+ଭାବ. ଅ) ଅବରୋଧ; ଅଟକ — ୧୨. Obstruction; restraint.
୧୩. (+କର୍ତ୍ତୃ. ଅ)କ୍ଷଣ (ହିନ୍ଦୀ - ଶ) —୧୩. Moment.
୧୪. ବାଣ; ତୀର (ହିନ୍ଦୀ - ଶ) —୧୪. Arrow.
୧୫. ଶିବ — ୧୫. Ṡiba.
୧୬. ନଦୀ ବା ସମୂଦ୍ରର କିନାରା (ହିନ୍ଦୀ - ଶ) — ୧୬. Shore of river or sea.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ନିବାର୍ଯ୍ୟ —୧. Preventible; which shound be prevented.
୨. ଅମଙ୍ଗଳଜନକ — ୩. Forbidden; prohibited.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମୃତାହର ଦ୍ୱାଦଶ ଦିବସର କର୍ତ୍ତବ୍ୟ କାର୍ଯ୍ୟ ଓ ଭୋଜୀ —The rituals and feast given to relatives of the deceased on the ୧୨th day of his death.

ବିଶେଷ୍ୟ - ଓ ବିଣ—(ସଂଖ୍ୟାବଚକ) (ସଂସ୍କୃତ - ଦ୍ୱାଦଶ; ପ୍ରା. ବାର)[ସମ୍ପାଦନା]

୧. ୧୨: —୧. Twelve.
୨. (ସଂସ୍କୃତ - ବାର=ବହୁ) ବହୁ ସଂଖ୍ୟକ —୨. Many.

(ଯଥା—ତା ସମ୍ପତ୍ତିକୁ ଅନ୍ୟାନ୍ୟ ସଂଖ୍ୟାବାଚକ ଶବ୍ଦ ମଧ୍ୟ ବ୍ୟବହୃତ ହୁଏ, ଯଥା—ତିନି, ପାଞ୍ଚ, ଦଶ, ଚଉଦ, ଶହେ, ହଜାରେ , ଲକ୍ଷେ ଇତ୍ୟାଦି)

ବିଶେଷଣ -[ସମ୍ପାଦନା]

ଦ୍ୱାଦଶ ସଂଖ୍ୟକ —Twelve.

ବାର ବାଇବଧୁର ପେଷିଦେଇ— ଭଞ୍ଜ. ବୈଦେହୀଶବିଳାସ

ବ୍ୟାକରଣ ଓ ଓଡ଼ିଆ ପ୍ରତ୍ୟୟ ===

୧. ଅସାମାପିକା କ୍ରିୟା ସଙ୍ଗେ ଯୁକ୍ତ ହେଲେ କ୍ରିୟାବାଚକ ବିଶେଷ୍ୟ ବୁଝାଏ — ୧. A suffix added to an infinite verb to make it a noun.

(ଯଥା—ମୋର କାମ କରିବାର ନୋହିଲା)

୨. କ୍ରିୟା ସଙ୍ଗେ ଯୁକ୍ତ ହେଲେ ବିଶେଷଣ ପଦ ଭଳି ଉକ୍ତି କ୍ରିୟାସାଧକ (ବ୍ୟକ୍ତି)କୁ ବୁଝାଏ — ୨. A suffix added to a verb to denote the person doing the act or thing denoted by the verb.

ଖାଇବାର ପୁତ୍ର ମଥଲା ପୁରକୁ ଲୋ କୋଇଲି ମାର୍କଣ୍ଡ ଦାଶ, କୋଇଲି

୩. ପ୍ରାଦେଶିକ - (ଗଞ୍ଜାମ) ପ୍ରତ୍ୟେୟ (ବ୍ୟାକରଣ) ଭୁତ ଓ ଭବିଷ୍ୟତ୍ କାଳର କ୍ରିୟାରେ ଲାଗେ — ୩. A verbal suffix to denote the past and furture tense of a verb.

[ଦ୍ରଷ୍ଟବ୍ୟ —ଯିବାର=ଯିବୁ; ଯାଇଥିବାର= ଯାଇଅଛୁଁ]

ଗ୍ରାମ୍ୟ - (ଇତରୀଭାଖା) ବିଶେଷ୍ୟ -[ସମ୍ପାଦନା]

୧. ବାଡ଼ —୧. Fence.

(ଯଥା—ତୁଳନା କର. ବାଡି ସ୍ଥାନରେ ବାରି)

୨. ବାଳ; କେଶ —୨. Hair

(ତୁଳ. ଚାଉର, ନେଉର)