ବାରମାସୀ ଯାତ୍ରା

ଉଇକିଅଭିଧାନ‌ରୁ

ବାରମାସୀ ଯାତ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବର୍ଷକର ୧୨: ମାସ ମଧ୍ୟରେ ବିଷ୍ଣୁଙ୍କର ୧୨: ଗୋଟି ୧୪: ଗୋଟି ଉତ୍ସବ —The twelve religious festivals of Bishṇu and fourteen of ṡiba, observed during the year.

[ଦ୍ରଷ୍ଟବ୍ୟ —ବିଷ୍ଣୁଙ୍କର (ପୁରୀ ଜଗନ୍ନାଥଙ୍କର) ୧୨: ଉତ୍ସବ ଯଥା— ୧ ଦମନକ ଚତୁର୍ଦ୍ଦର୍ଶୀ—ଚୈତ୍ର ଶୁକ୍ଳଚତୁର୍ଦ୍ଦର୍ଶୀ ବା ଦଅଣାଚୋରି ଯାତ୨ ଅକ୍ଷୟ ତୃତୀୟା—ବବୈଶା ଶୁକ୍ଳ ତୃତୀୟା୩ ଦେବସ୍ନାନପୂର୍ଣ୍ଣୀମା ବା ସ୍ନାନ ପୂର୍ଣ୍ଣିମା—ଜ୍ୟେଷ୍ଠ ପୂର୍ଣ୍ଣିମା ୪ ଶ୍ରୀଗୁଣ୍ଡିଚା ବବା ରଥଯାତ୍ରା—ଅଷାଢ଼ ଶୁକ୍ଳ ଦ୍ୱିତୀୟା ୫ ହରି ଶୟନ— ଆଷାଢ଼ ଶୁକ୍ଳ ଏକାଦଶୀ ୬ ଦକ୍ଷିଣାୟନ—ଆଷାଢ଼ି ଶୁକ୍ଳ ଚତୁର୍ଦ୍ଦର୍ଶୀ ୭ ପାର୍ଶ୍ୱ ପରିବର୍ତ୍ତନ—ଭାଦ୍ର ଶୁକ୍ଳ ଏକାଦଶୀ ୮

ଦେବୋତ୍ଥାପନ—କାର୍ତ୍ତି ଶୁକ୍ଳ ଏକାଦଶୀ୯ ପ୍ରାବରଣ ଷଷ୍ଠୀ ବା ଓଢ଼ଣଷଷ୍ଠୀ ମାର୍ଗଶିର ଶୁକ୍ଳଷଷ୍ଠୀ ୧ ପୁଷ୍ୟାଭିଷେକ— ପୌଷ୍ ପୂର୍ଣ୍ଣିମା ୧୧: ମକରସଂକକ୍ରାନ୍ତି—ସୌରମାନ ମାଘ ମାସର ପ୍ରଥମ ଦିନ—୧୨: ଦୋଳଯାତ୍ରା—ଫାଲ୍ଗୁନ ପୂର୍ଣ୍ଣିମା 

ଶିବଙ୍କର ଚତୁର୍ଦ୍ଦଶ ଯାତ୍ରା (ଲିଙ୍ଗରାଜଙ୍କ ଯାତ୍ରା)—୧ ଦମନକ ଚତୁର୍ଦ୍ଦର୍ଶୀ—ଚୌତ୍ର ଶୁକ୍ଳ ଚତୁର୍ଦ୍ଦର୍ଶୀ ୨: ଅକ୍ଷୟ ତୃତୀୟା— ବୈଶାଖ ଶୁକ୍ଳ ତୃତୀୟା୩ ପରଶୁରାମାଷ୍ଟମୀ—ଆଷାଢ଼ ଶୁକ୍ଳ ଅଷ୍ଟମୀ୪ ଶୟନଚତୁର୍ଦ୍ଦର୍ଶୀ—ଆଷାଢ଼ ଶୁକ୍ଳ ଚତୁର୍ଦ୍ଦର୍ଶୀ୫ ପବିତ୍ରାରୋପଣ—ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦର୍ଶୀ ୬: ଯମଦ୍ୱିତୀୟା— କାର୍ତ୍ତି ଶୁକ୍ଳଦ୍ୱିତୀୟା ୭: ଶିବୋତ୍ପାପନ—କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦର୍ଶୀ୮ ପ୍ରଥମାଷ୍ଟମୀ—ମାର୍ଗଶିର କୃଷ୍ଣାଷ୍ଟମୀ୯ ପ୍ରାବରଣ ଷଷ୍ଠୀ—ମାର୍ଗଶିର ଶୁକ୍ଳ ଷଷ୍ଠୀ ୧ ପୁଷ୍ୟାଭିଷେକ— ପୌଷ ପୂର୍ଣ୍ଣିମା୧୧: ମକରସଂକ୍ରାନ୍ତି—ସୌରମାନ ମାଘ ମାସର ପ୍ରଥମ ଦିନ୧୨: ମାଘସପ୍ତମୀ—ମାଘ ଶୁକ୍ଳ ସପ୍ତମୀ ୧୩: ଶିବରାତ୍ରି—ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦର୍ଶୀ୧୪: ଅଶୋକାଷ୍ଟମୀ— ଚୈତ୍ରଶୁକ୍ଳଲ ଅଷ୍ଟମୀ]