Jump to content

ବାରାଣସୀ

ଉଇକିଅଭିଧାନ‌ରୁ

ବାରାଣସୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନାମ) (ବାର=ଯେ ବାରଣ କରେ+ଅନସ୍ = ଜନ୍ମ; ଅର୍ଥାତ୍ ଯେଉଁଠାରେ ମୃତ ହେଲେ ମନୁଷ୍ୟର ପୂନର୍ଜନ୍ମ ନିବାରିତ ହୁଏ; କିମ୍ୱା ବରଣା ଓ ଅସୀ ନାମ୍ନୀ ୨ଟି ନଦୀର ମଧ୍ୟରେ ଅବସ୍ଥିତ ଥିବାରୁ; କିମ୍ୱା ବର= ଶ୍ରେଷ୍ଠ+ ଅନସ୍=ଜଳ

[ସମ୍ପାଦନା]

ଶ୍ରେଷ୍ଠ ଜଳଭାଗ ଉପରେ ଅବସ୍ଥିତ ଥିବାରୁ) ବନାରସ; କାଶୀ —The holy city of benares (town).