Jump to content

ବାର୍ହା

ଉଇକିଅଭିଧାନ‌ରୁ

ବାର୍ହା

ଉଚ୍ଚାରଣ

[ସମ୍ପାଦନା]

(ବାର୍ହା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରାହ)

[ସମ୍ପାଦନା]

ବନ୍ୟଶୂକର; ବରାହ — Wild hog; boar.

[ଦ୍ରଷ୍ଟବ୍ୟ —ବାରା ଦୁଇ ପ୍ରକାର—୧ ଘୋଡ଼ା— ଟାପୁଆ—ଏମାନଙ୍କ ଟାପୁ ବା ଖୁରା ଘୋଡ଼ା ଖୁରା ପରି ଗୋଟିକିଆ ଏମାନେ ନିବିଡ଼ ବଣରେ ରହନ୍ତି ୨ ଶାଳବଣିଆ ବା ପର୍ବତିଆ—ଏମାନଙ୍କ ଖୁରା ଘୁଷୁରୀ ଖୁରାପରି ଦୁଇଫାଳିଆ; କେତେକ ବାର୍ହାଙ୍କ ଶରୀର ପାଉଁଶିଆ ଓ କେତେକଙ୍କର ଶରୀର କଳା ମଧ୍ୟ ଦେଖାଯାଏ]