ବାଲି

ଉଇକିଅଭିଧାନ‌ରୁ

ବାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲୁକା; ବାଲିକା)[ସମ୍ପାଦନା]

୧. ନଦୀ ଗର୍ଭସ୍ଥ ବା ସମୁଦ୍ର କୂଳସ୍ଥ କ୍ଷୁଦ୍ର ପ୍ରସ୍ତର ଓ ମୂର୍ତ୍ତିକା ଚୂର୍ଣ୍ଣ — ୧. Sand; silica.
୨. (ନାମ) ଭାରତ ମହାସାଗରରେ ଭାରତବର୍ଷର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଦ୍ୱୀପ ବିଶେଷ; ଯବଦ୍ୱୀପ; ଯାଭାଦ୍ୱୀପ — ୨. The island of Java in the Indian ocean.

[ଉତ୍କଳୀୟମାନ ପୂର୍ବେ ଜାହାଜଦ୍ୱାରା ଏହି ଦ୍ୱୀପ ସହିତ ବାଣିଜ୍ୟ କରୁଥିବାର ଓ ସେଠାରେ ଉପନିବେଶ ସ୍ଥାପନ କରିଥିବାର ପ୍ରମାଣ ମିଳେ]

୩. (ସଂସ୍କୃତ - ବାଲିକା) ସୁମଲମାନ୍ ସ୍ତ୍ରୀ ଲୋକମାନେ କାନର ମଝିରେ ଯେଉଁ ଫାସିଆ ପନ୍ଧନ୍ତି —୩. A kind of ear- ring worn by the Mohemmedan woman.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ବେଣ୍ଟଲା — A kind of ear ornament.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାର୍ଲୀ)[ସମ୍ପାଦନା]

ବାର୍ଲୀ (ଦେଖ) - Bārlī (See)

ଦେଶଜ - ବିଶେଷ୍ୟ - (ଆଦରାର୍ଥକ)[ସମ୍ପାଦନା]

ବାଳକୃଷ୍ଣ, ବାଲୁକେଶ୍ୱର ଆଦିଙ୍କର ଡାକ ନାମ —A name for calling Bāḻakṛushṇa, Bālukeṡwara etc.