ବାଲିଖଣ୍ଡ

ଉଇକିଅଭିଧାନ‌ରୁ

ବାଲିଖଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

୧. ପୁରୀ ସହରର ଅତ୍ତରାଂଶ; ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଅଞ୍ଚଳ — ୧. A sandly tract to the north of puri town and adjoining the Guṇḍichā house.
୨. ପୁରୀର ସମୁଦ୍ର କୂଳବର୍ତ୍ତୀ ବାଲୁକାମୟ ଅଞ୍ଚଳ — ୨. The sea-beach of puri town.

[ଦ୍ରଷ୍ଟବ୍ୟ —ପୂର୍ବେ ଏ ଅଞ୍ଚଳ ବିଶେଷ ବାଲୁକାମୟ ଥିଲା ବର୍ତ୍ତମାନ ପୁରୀର ପୂର୍ବବର୍ତ୍ତୀ ସମୁଦ୍ର କୂଳସ୍ଥ ଭୂମିକୁ (ଯାହାକି ପୂର୍ବେ ବାଲୁକା— ମୟ ପ୍ରନ୍ତର ଥିଲା ଓ ଯହିଁରେ ବର୍ତ୍ତମାନ ସୌଧମାଳା ଓ କଚେରି ଆଦି ନିର୍ମିତ ହୋଇଅଛି ଓ ଗଭର୍ଣ୍ଣମେଣ୍ଟଙ୍କର ଖାସ ଜମିଦାରି ହୋଇ ଅଛି ତାକୁ) ବାଲି ଖଣ୍ଡି ବୋଲାଯାଏ]