ବାଲି ଗରଡ଼ା

ଉଇକିଅଭିଧାନ‌ରୁ

ବାଲି ଗରଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବାଲି ଗରଡ଼, ବାଲି ଗରିଡ଼ା, ବାଲି ଗେରେଡ଼ା'

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର୍ଷଣାଳ; ସଂସ୍କୃତ - କର୍କର)[ସମ୍ପାଦନା]

୧. ବାଲିରେ ମିଳୁଥିବା ସାନ ସାନ ମସୃଣ ଗୋଲାକାର ପଥର ଗୋଟାଳି — ୧. Sandy pebble.
୨. (ସଂସ୍କୃତ - ବାଲିକା+ଗର୍ଗର) ଏକପ୍ରକାର କାତିଯୁକ୍ତ ଇଷତ୍ ହଳଦିଆ ମାଛ —୨. A kind of small scaly yellowish fresh water fish; sand fish; Trichodom.

[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ଏକ ଫୁଟରୁ ବେଶି ବଢ଼ିବାର ଦେଖାଯାଏ ନାହିଁ ଏମାନେ ନଦୀର ବାଲି ଶଯ୍ୟାରେ ଥାଆନ୍ତି ଓ ଅଳ୍ପ ଆୟାସରେ ଧରା ପଡ଼ନ୍ତି ଏମାନଙ୍କ ପେଟରେ ବାଲିରେ କଣାମାନ ଥିବାରୁ ଦେଖାଯାଏ ବେଦ୍ୟ ଶାସ୍ତ୍ର ମତରେ ଏହା କଷାୟ ମଧୁର ରସ, ହୃଦ୍ୟ, ଅଗ୍ନି— ଦୀପକ, ବଳବର୍ଧକ, ସ୍ନିଗ୍ଧ, ଲଘୁ ଓ ମଳସଂଗ୍ରାହକ]