ବାଲି ଗରଡ଼ା
ଦେଖଣା
ବାଲି ଗରଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଲି ଗରଡ଼, ବାଲି ଗରିଡ଼ା, ବାଲି ଗେରେଡ଼ା'
ଅନୁବାଦ
[ସମ୍ପାଦନା]ବାଲି ଗରଡ଼ା
ସଂସ୍କୃତ - ନାମ—କୁଳିଶ ମତ୍ସ୍ୟ |
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର୍ଷଣାଳ; ସଂସ୍କୃତ - କର୍କର)
[ସମ୍ପାଦନା]- ୧. ବାଲିରେ ମିଳୁଥିବା ସାନ ସାନ ମସୃଣ ଗୋଲାକାର ପଥର ଗୋଟାଳି — ୧. Sandy pebble.
- ୨. (ସଂସ୍କୃତ - ବାଲିକା+ଗର୍ଗର) ଏକପ୍ରକାର କାତିଯୁକ୍ତ ଇଷତ୍ ହଳଦିଆ ମାଛ —୨. A kind of small scaly yellowish fresh water fish; sand fish; Trichodom.
[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ଏକ ଫୁଟରୁ ବେଶି ବଢ଼ିବାର ଦେଖାଯାଏ ନାହିଁ ଏମାନେ ନଦୀର ବାଲି ଶଯ୍ୟାରେ ଥାଆନ୍ତି ଓ ଅଳ୍ପ ଆୟାସରେ ଧରା ପଡ଼ନ୍ତି ଏମାନଙ୍କ ପେଟରେ ବାଲିରେ କଣାମାନ ଥିବାରୁ ଦେଖାଯାଏ ବେଦ୍ୟ ଶାସ୍ତ୍ର ମତରେ ଏହା କଷାୟ ମଧୁର ରସ, ହୃଦ୍ୟ, ଅଗ୍ନି— ଦୀପକ, ବଳବର୍ଧକ, ସ୍ନିଗ୍ଧ, ଲଘୁ ଓ ମଳସଂଗ୍ରାହକ]