ବାଲି ଗୋଡ଼ି ଗଡ଼େଇବା

ଉଇକିଅଭିଧାନ‌ରୁ

ବାଲି ଗୋଡ଼ି ଗଡ଼େଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଚାଉଳ, ଧାନ ଆଦି ଶସ୍ୟରେ ମିଶିଥିବ ବାଲି ଓ କଙ୍କରମାନଙ୍କୁ କୁଲାଦ୍ୱାରା ବା କୌଣସି ପାତ୍ରରେ ପାଣିରେ ଧୋଇବାର କୌଶଳଦ୍ୱାରା ଚାଉଳରୁ ବା ଧାନକୁ ଅଲଗା କରି ଦେବା — To separate particles of sand and gravel mixed with a quantity of grain by winnowing or washing skifully.