Jump to content

ବାଲୁ

ଉଇକିଅଭିଧାନ‌ରୁ

ବାଲୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବଳ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତ. ଉ)

[ସମ୍ପାଦନା]

ବାଲି; ସିକତା —Sand.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ବାଲୁକେଶ୍ୱର ନାମକ ବ୍ୟକ୍ତିର ଡାକ ନାମ) — A name for calling Bālukeṡwara.

ପ୍ରାଦେଶିକ - (ଆଳି) ବିଶେଷ୍ୟ -

[ସମ୍ପାଦନା]

ବାଳୁଅ (ଦେଖ) - —Bālua (See)