Jump to content

ବାଲେଶ୍ୱରୀ

ଉଇକିଅଭିଧାନ‌ରୁ

ବାଲେଶ୍ୱରୀ

ଉଚ୍ଚାରଣ

[ସମ୍ପାଦନା]

ବାଲେସରୀ, ବାଲେଶିରୀଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

(ବାଲେଶ୍ୱରିଆ—ଅନ୍ୟରୂପ)

(ବାଲେଶ୍ୱରଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମେଦିନୀପୁର ଅଞ୍ଚଳରୁ ଆସିଥିବା ଏକପ୍ରକାର ଧୁଆଁ ପତ୍ର —A kind of tobacco; Nictotina Tabacum (Haines).

[ଦ୍ରଷ୍ଟବ୍ୟ —ଏହା ପୂର୍ବେ ବାଲେଶ୍ୱର ବନ୍ଦର ବାଟେ ଏ ଦେଶକୁ ଆସୁଥିବାରୁ ଏହି ନାମ ହୋଇଅଛି]

ବିଶେଷଣ -

[ସମ୍ପାଦନା]
୧. ବାଲେଶ୍ୱରବାସୀ —୧. Resident of Balasore.
୨. ବାଲେଶ୍ୱରରେ ନିର୍ମିତ —୨. Made in Balasore.