Jump to content

ବାଳାରୁଣ

ଉଇକିଅଭିଧାନ‌ରୁ

ବାଳାରୁଣ

ଉଚ୍ଚାରଣ

[ସମ୍ପାଦନା]

(ବାଳାର୍କ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା; ବାଳ+ଅରୁଣ)—ଉଦୟମାନ ସୂର୍ଯ୍ୟ; ନବୋଦିତ ସୂର୍ଯ୍ୟ —୧. Newly risen sun; rising sun.
୨. (ମ. ପ. ଲୋ) କନ୍ୟାରାଶିରେ ଅବସ୍ଥିତ ସୂର୍ଯ୍ୟ —୨. The sun while in the sign of Virgo.