ବାଳିକା
ଦେଖଣା
ବାଳିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବାଳକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସ୍ତ୍ରୀ ଶିଶୁ —୧. Female child.
- ୨. କନ୍ୟା —୨. Daughter.
- ୩. ଅଳ୍ପ ବୟଷ୍କା ସ୍ତ୍ରୀ —୩. Girl.
- ୪. ସିକତା; ବାଲୁକା —୪. Sand.
- ୫. କର୍ଣ୍ଣଭୂଷା —୫. An ornament for the ear.
- ୬. ବାଳା —୬. Woman.
ବାଳିକା କନକ କାନ୍ତି କନକ କନକ ବାଳିକା କନକ କାନ୍ତି ଜନକ କନକକ ଭଞ୍ଜ. ବୈଦେହୀଶବିଳାସ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଳି—ପତ୍ନୀ; ତାରା —Tārā, the wife of Bāḻi.
ବାଳିକା ଜାଙ୍ଗଳୀ ସ୍ତନ ପେଟୀ ବିଶାରଦ ବନ୍ଦାଣ ତଣ୍ଡୁଳ ଧୂଳି ତନୁ ଗନ୍ଧ ଗଦ ଭଞ୍ଜ, ବୈଦେହିଶବିଳାସ