ବାଳ ବିବାହ

ଉଇକିଅଭିଧାନ‌ରୁ

ବାଳ ବିବାହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାଳ+ବିବାହ)[ସମ୍ପାଦନା]

ବରର ବା କନ୍ୟାର ବାଲ୍ୟାବସ୍ଥାରେ କରାଯିବା ବିବାହ — Child-marriage.